Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଶେଷ ରଜ, ପୁଣି ଆର ବର୍ଷକୁ ଅପେକ୍ଷା

Smruti Parija
Browse all articles by Smruti Parija
·2 years ago·1 min read
ଆଜି ଶେଷ ରଜ, ପୁଣି ଆର ବର୍ଷକୁ ଅପେକ୍ଷା

ଅର୍ଗସ ବ୍ୟୁରୋ: ଆଜି ଶେଷ ରଜ, ପୁଣି ଆର ବର୍ଷକୁ ଅପେକ୍ଷା । ତିନିଦିନ ଧରି ପାଳନ ହେଉଥିବା ଏହି ପର୍ବର ଆଜି ତୃତୀୟ ଦିନ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା  । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର। 

ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ

ତେବେ ଆଜି ଶେଷ ରଜ ଏବଂ ଆସନ୍ତାକାଲି ବସୁମତୀ ସ୍ନାନ । ଏହି ଦିନରେ ମାଟି ମାଆକୁ ପୂଜା କରାଯାଇଥାଏ । ପ୍ରତିଟି ନାରୀଙ୍କୁ ସମ୍ମାନ ଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସବୁଠି ମହକିଛି ପୋଡ଼ପିଠାର ବାସ୍ନା, ମନ ମୋହିଛି ରଜପାନ

ଆଜି ରବିବାର ଥିବାବେଳେ ବୁଲା ବୁଲି ବେଶ୍ ଧୁମଧାମ୍ ରେ ହେବ । ଗତ ଦୁଇ ଦିନ ଧରି ଓଡିଶାବାସୀ ରଜ ପର୍ବର ମଜା ନେଉଛନ୍ତି । ଘରେ ଘରେ ବନ୍ଧୁ ବାନ୍ଧବ, ପିଠା ପଣା, ଆମିସ, ଭଳିକି ଭଳି ଖାଦ୍ୟ ଖାଇ ରଜ ପାଳୁଛନ୍ତି ଲୋକେ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
last-day-of-raja-celebration | Argus News