ଶେଷ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬% ମତଦାନ
·1 year ago

ଅର୍ଗସ ବ୍ୟୁରୋ: ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ରେର୍କଡ ହୋଇଛି । ସୁରୁଖୁରରେ ମତଦାନ ହୋଇଥିବା ବେଳେ କିଛି ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଥିଲା ।ବାଲେଶ୍ୱର ୬୧.୯୪% ହୋଇଥିବା ବେଳେ ଭଦ୍ରକରେ ୫୬.୬୮ ପ୍ରତିଶତ ମତଦାନ ହୋଇଛି।
ଜଗତସିଂହପୁର ରେ ୬୪.୩୧% ,ଯାଜପୁର ୬୨.୯୨% , କେନ୍ଦ୍ରାପଡା ୫୯.୮୯%, ମୟୂରଭଞ୍ଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: