Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦ୍ୱାରଫିଟା ନୀତିରେ ବିଳମ୍ବ; ବଡଦ୍ୱାର ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

Odisha

ଦ୍ୱାରଫିଟା ନୀତିରେ ବିଳମ୍ବ; ବଡଦ୍ୱାର ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

Smruti Parija
Browse all articles by Smruti Parija
·1 year ago
ଦ୍ୱାରଫିଟା ନୀତିରେ ବିଳମ୍ବ; ବଡଦ୍ୱାର ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ:  ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ । କାରଣ ଦର୍ଶାଅ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ଦ୍ବାରଫିଟା ନୀତିରେ ବିଳମ୍ବ ହେତୁ ବଡଦ୍ବାର ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସକୁ ସ୍ବାଗତ କରିଛି ପ୍ରତିହାରୀ ନିଯୋଗ । ଶ୍ରୀମନ୍ଦିରରେ ଗତକାଲି ଦ୍ବାରଫିଟା ୧୫ ମିନିଟ୍ ନୀତି ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । 

ନୀତି ପ୍ରଶାସକ ପ୍ରତିହାରୀ ସେବାୟତ ଶିବ ଶଙ୍କର ମହାପାତ୍ରଙ୍କୁ ନୋଟିସ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ବାଗତଯୋଗ୍ୟ କହିଛନ୍ତି ନିଯୋଗର ସମ୍ପାଦକ ମାଧବ ମହାପାତ୍ର। 

ଏଥିରେ ନୀତିରେ ଶୃଙ୍ଖଳା ଆସିପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦଶ୍ୟ ମାଧବ ମହାପାତ୍ର।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored