ଭୁବନେଶ୍ୱର-ବଲାଙ୍ଗୀର ସୁପରଫାଷ୍ଟ ଏକ୍ସପ୍ରେସ ସଂପ୍ରସାରଣର ଲୋକାର୍ପଣ
·2 years ago

ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁରବାସୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ବର-ବଲାଙ୍ଗୀର ସୁପରଫାଷ୍ଟ ଏକ୍ସପ୍ରେସ ସଂପ୍ରସାରଣର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଗତ ଫେବୃୟାରୀ ୩ ତାରିଖରେ ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରକୁ ଟ୍ରେନ ଗଡି଼ଥିବାବେଳେ ସୁବର୍ଣ୍ଣପୁରରୁ ଶ୍ରୀକ୍ଷେତ୍ର ପୁରୀକୁ ଟ୍ରେନ ସେବା ଆରମ୍ଭ ହୋଇସାରିଛି । ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାକୁ ଆହୁରି ଅନେକ ଟ୍ରେନ ସେବା ସରକାର ଯୋଗାଇ ଦେବେ ବୋଲି ସାଂସଦ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

