Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ ୨୦୨୪ ର ଶୁଭାରମ୍ଭ

Odisha

ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ ୨୦୨୪ ର ଶୁଭାରମ୍ଭ

Banajyotshna Ray
Browse all articles by Banajyotshna Ray
·1 year ago
ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ ୨୦୨୪ ର ଶୁଭାରମ୍ଭ

ଅର୍ଗସ ବ୍ୟୁରୋ:  ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ ୨୦୨୪ ର ଶୁଭାରମ୍ଭ ହୋଇସାରିଛି। ଲଳିତ କଳା ଏକାଡେମୀ ରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡ଼ାଙ୍କ ଦ୍ବାରା ଓଡ଼ିଶା କ୍ରାଫ୍ଟ ଓଡ଼ିଶୀ 2024 ପ୍ରଦର୍ଶନୀ କୁ ଉଦଘାଟନ କରାଯାଇଛି। MGM ଫାଉଣ୍ଡେସନ ଏବଂ ବିଡ଼ସ ଷ୍ଟୁଡିଓ ତରଫ ରୁ ଏହି ପ୍ରଦର୍ଶନୀ କୁ ଆୟୋଜନ କରାଯାଇଛି । ବିଭିନ୍ନ କଳାକୃତି ଯାହାକି ଲୋକ ଲୋଚନ ରୁ ବିଲୋପ ହେଇଯାଉଛି ତାକୁ ଲୋକଲୋଚନ କୁ ଆଣିବା ପାଇଁ ଏହି ପ୍ରଦର୍ଶନୀ ହୋଇଛି। ପ୍ରଥମ ଥର ପାଇଁ ଏହି ଆୟୋଜନ ସମାରୋହ ରେ ବାଳକାଟି ରଥିଯେମା ର ପ୍ରସିଦ୍ଧ କଂସା ବାସନ କୁ ପ୍ରଦର୍ଶନୀ ରେ ସ୍ଥାନ ଦିଆଯାଇଛି ।  ଏହି ପ୍ରଦର୍ଶନୀ 2 ଦିନ ଧରି ଚାଲିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Launch of Odisha Craft Odyssey 2024 | Argus News