Videos
|
Odisha

ସାପ କାମୁଡ଼ାରେ ଚାଲିଗଲା ଜୀବନ

Rashmita Mishra
Browse all articles by Rashmita Mishra
·2 years ago
ସାପ କାମୁଡ଼ାରେ ଚାଲିଗଲା ଜୀବନ

ଭଦ୍ରକ: ସାପ କାମୁଡ଼ାରେ କାଉଡ଼ିଆ ଙ୍କ ମୃତ। ଭଦ୍ରକ ଜିଲ୍ଲା ଧାମନଗର ପାଟୁଳି ଗାଁ ର ହିମାଂଶୁ ମାଝି ନାମଙ୍କ କାଉଡ଼ିଆ ଓ ତାଙ୍କ କିଛି ସମ୍ପର୍କୀୟ ଭାଇ ମାନେ ସ ଗତ କାଲି ଧାମନଗର ବେତାଳିଗାଁ ଗାନ୍ଧୀ ଘାଟରୁ ପାଣି ନେଇ ବାବା ଆଖଣ୍ଡଳମଣୀ ପିଠିକୁ ଜଳ ଢାଳିବା ପାଇଁ ଯାଇଥିବା ବେଳେ ଆରଡ଼ି ବସ୍ ଷ୍ଟାଣ୍ଡର ୧୦୦ ମିଟର ପଛକୁ ହିମାଂଶୁ ଙ୍କୁ ସାପ କାମୁଡ଼ି ଦେବାରୁ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ଆରଡ଼ି ଚିକିତ୍ସାଳୟ କୁ ଆଣିଥିଲେ କିନ୍ତୁ ସେଠାରେ ଡ଼ାକ୍ତର ନଥିବାରୁ ଚିକିତ୍ସା ହୋଇ ପାରିନଥିବା ବେଳେ ତାଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ କୁ ତାଙ୍କ ଭାଇ ନେଇ ଯାଇଥିବା ବେଳେ କିନ୍ତୁ ସେଠାରେ ତାଙ୍କ ର ମୃତ ହୋଇଥିବା ନେଇ ଡାକ୍ତର ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। 

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Life is lost in a snake bite | Argus News