ଝିପିଝିପି ବର୍ଷାରେ ଭିଜିଲା ରାଜଧାନୀ
·2 years ago

ଭୁବନେଶ୍ୱର: ଝିପିଝିପି ବର୍ଷାରେ ଭିଜିଲା ରାଜଧାନୀ। ଭୁବନେଶ୍ବରରେ ସକାଳୁ ସକାଳୁ ଅଦିନିଆ ବର୍ଷା ହୋଇଛି। ଆଗାମୀ ୬ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ।
ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ବର୍ଷା ଫଳରେ ରାଜ୍ୟରେ କମିବ ଦିନ ତାପମାତ୍ରା। କିନ୍ତୁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖା ଯିବ ନାହିଁ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: