ବଜ୍ରପାତରୁ ଅଳ୍ପକେ ବର୍ତ୍ତିଲେ ପରିବାରର 6 ସଦସ୍ୟ
·2 years ago

ବାଲେଶ୍ୱର: ଜଳେଶ୍ଵରରେ ଘର ଉପରେ ପଡ଼ିଲା ବଜ୍ର । ଅଳ୍ପକେ ବର୍ତ୍ତିଲେ ପରିବାରର 6 ସଦସ୍ୟ । ବଜ୍ରପାତରେ ଭାଙ୍ଗିଗଲା ଆଜବେଷ୍ଟ, ଟିଭି ନଷ୍ଟ, ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି ।
ଜଳେଶ୍ଵରର ଚାଲନ୍ତି ଗାଁରେ ଜଣଙ୍କ ଘର ଉପରେ ସକାଳୁ ବଜ୍ରପାତ ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ଆଜି ସକାଳେ ବର୍ଷା ସହ ବଜ୍ରପାତ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: