Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୬ ତାରିଖ ଯାଏଁ ୯ଟା ପରେ ବନ୍ଦ ରହିବ ମଦ ଦୋକାନ

Swayangprajna Mishra
Browse all articles by Swayangprajna Mishra
·2 years ago
୬ ତାରିଖ ଯାଏଁ ୯ଟା ପରେ ବନ୍ଦ ରହିବ ମଦ ଦୋକାନ

ବ୍ରହ୍ମପୁର : ବ୍ରହ୍ମପୁର ପୁଲିସ ଜିଲ୍ଲାରେ । ରାତି ୯ଟା ପରେ ବନ୍ଦ ରହିବ କେବଳ ମଦ ଦୋକାନ । ବ୍ରହ୍ମପୁର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୁଲିସର ଆଗୁଆ ପଦକ୍ଷେପ । ବ୍ରହ୍ମପୁର  ଜିଲ୍ଲାରେ ରାତି ୯ଟା ପରେ ବନ୍ଦ ରହିବ ସମସ୍ତ ମଦ ଦୋକାନ । ଆଜି ଠାରୁ ୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ : ଏହି ସହରରେ ଗୋଟିଏ ସପ୍ତାହ ମଦ ବିକ୍ରି ବନ୍ଦ

ଯେଉଁ ମଦ ଦୋକାନ ୯ଟା ପରେ ଖୋଲାଥିବ ପୁଲିସ ସେହି ଦୋକାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।  ନିର୍ବାଚନ ସରିବା ପରେ କିଛି ସ୍ଥାନରେ ଗଣ୍ଡଗୋଳ ଓ ହତ୍ୟା ଘଟଣା ଦେଖାଦେଇଥିବାରୁ ଏହାକୁ ଏଡେଇବା ପାଇଁ ବ୍ରହ୍ମପୁର ପୁଲିସ ଜିଲ୍ଲା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Liquor shop will be closed after 9 pm till 6th | Argus News