Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହୁଲି ମଦ ଜବତ ଏ ବଂ ୩ ଜଣ ଗିରଫ 

Odisha

ମହୁଲି ମଦ ଜବତ ଏ ବଂ ୩ ଜଣ ଗିରଫ 

Manini Pattanayak
Browse all articles by Manini Pattanayak
·1 year ago
ମହୁଲି ମଦ ଜବତ ଏ ବଂ ୩ ଜଣ ଗିରଫ 

 କେନ୍ଦୁଝର: ଅବକାରୀ ବିଭାଗ ଚଢାଉ ସମୟରେ ମହୁଲି ମଦ ଜବତ  ଏବଂ  ୩ ଜଣ ଗିରଫ l ଆନନ୍ଦପୁର ଅବକାରୀ ବିଭାଗ ତରଫରୁ ଆଜି ରାମଚନ୍ଦ୍ରପୁର  ଥାନା ଗଁପୁର ଠାରେ ଚଢାଉ କରାଯାଇ ୨୭ ଲିଟର ମହୁଲି ମଦ ଜବଦ ହେବାସହ ଚୋରାମଦ କାରବାର ରେ ଲିପ୍ତ ଥିବା ୩ଜଣଙ୍କୁ ଗିରଫ କରାଯାଇଛି l

ଗିରଫ ୩ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି l ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଂ ସମୟରେ ମଦ କାରବାର ସମ୍ପର୍କରେ ଖବରପାଇ ଏହି ଚଢାଉ ହୋଇଥିବା କହିଛନ୍ତି ଅବକାରୀ ଥାନା ଅଧିକାରୀ l

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Liquor was seized and 3 persons were arrested in Anandpur | Argus News