Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶୁଭଶ୍ରୀ ନନ୍ଦଙ୍କୁ ସମ୍ମାନିତ କଲେ ପ୍ରଭାତୀ ପରିଡା 

Manini Pattanayak
Browse all articles by Manini Pattanayak
·1 year ago
ଶୁଭଶ୍ରୀ ନନ୍ଦଙ୍କୁ ସମ୍ମାନିତ କଲେ ପ୍ରଭାତୀ ପରିଡା 

ଭୁବନେଶ୍ୱର:  ଦିବ୍ୟଶକ୍ତିର ଅଧିକାରିଣୀ କୁନି ଝିଅ ଶୁଭଶ୍ରୀ ନନ୍ଦଙ୍କୁ ସମ୍ମାନିତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜଗନ୍ନାଥଙ୍କ ଫଟୋ ସହ ଗୀତା ପୁସ୍ତକ ଉପହାର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । କଟକ ଡିଏଭି ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି ଶୁଭଶ୍ରୀ ନନ୍ଦ ।

ନିଜର ସାଧନା ବଳରେ ସେ ଏହି ଦିବ୍ୟଦୃଷ୍ଟିର ଅଧିକାରିଣୀ ହୋଇପାରିଛନ୍ତି । ଆଖିରେ କପଡା ବାନ୍ଧି ସେ ବହି ପଢିବା ସହ ସମ୍ମୁଖରେ ଥିବା ବସ୍ତୁକୁ ଚିହ୍ନିବା ସହ ରଙ୍ଗ ଓ ଲେଖାଯାଇଥିବା ସଂଖ୍ୟାକୁ ମଧ୍ୟ ପଢିପାରନ୍ତି । ଏନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
litle girl, the owner of divine power, Shubhashree Nanda, honored by Deputy Chief Minister Pravati Parida | Argus News