Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଖି ଦାନ କଲେ 'ମୋ ବସ୍' ଦୁର୍ଘଟଣାରେ ପ୍ରାଣ ହରେଇଥିବା କୁନି ଝିଅ

Odisha

ଆଖି ଦାନ କଲେ 'ମୋ ବସ୍' ଦୁର୍ଘଟଣାରେ ପ୍ରାଣ ହରେଇଥିବା କୁନି ଝିଅ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆଖି ଦାନ କଲେ 'ମୋ ବସ୍' ଦୁର୍ଘଟଣାରେ ପ୍ରାଣ ହରେଇଥିବା କୁନି ଝିଅ

ଆଖି ଦାନ କଲେ 'ମୋ ବସ୍' ଦୁର୍ଘଟଣାରେ ପ୍ରାଣ ହରେଇଥିବା କୁନି ଝିଅ । ଭୁବନେଶ୍ବର ନନ୍ଦନକାନନ ଥାନା ରଘୁନାଥପୁରରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଉପରେ ଚଢ଼ିଯାଇଥିଲା ମୋ ବସ୍‌ । ଘଟଣାସ୍ଥଳରେ ହିଁ କୁନି ଝିଅ ମୁନି ଜୁଆଡ଼ିଙ୍କ ମୃତ୍ୟୁ ହୋଇଥିଲା । ଝିଅର ଆଖି ଦାନ କଲେ ପରିବାର ଲୋକେ। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରିଛି ପୋଲିସ । ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍ ମାଡ଼ି ଆସିଥିଲା 'ମୋ ବସ୍' ।


ଦୁର୍ଘଟଣା ସମୟରେ ମୋ ବସଟି ସ୍ପିଡରେ ଥିବା ଲୋକେ କହିଛନ୍ତି । ବାର ବର୍ଷର ଝିଅ ସାଇକେଲ ଚଳାଉଥିବାବେଳେ "ମୋ ବସ" ଦେଲା ଧକ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Little girl who died in 'Mo Bus' accident donated her eyes | Argus News