Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଘ ଭୟରେ ସ୍କୁଲରେ ତାଲା

Rashmita Mishra
Browse all articles by Rashmita Mishra
·1 year ago
ବାଘ ଭୟରେ ସ୍କୁଲରେ ତାଲା

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଲ ଗୋଲାବାରୁଦ କାରଖାନା କେନ୍ଦ୍ରୀୟ ବିଦ୍ୟାଳୟ ରେ ବାଘ ଆତଙ୍କ ଦେଖା ଦେଇ ଥିବା ସୂଚନା । ଗତ କାଲି ସ୍କୁଲ ଭିତରେ ବାଘ ବୁଲୁ ଥିବା ନେଇ ସ୍କୁଲ କର୍ମଚାରୀ ମାନେ ଦେଖିବାକୁ ପାଇବା ପରେ ଆଜି ସ୍କୁଲ ଛୁଟି ଘୋଷଣା କରିଛନ୍ତି କତୃପକ୍ଷ । ଯାହାକୁ ନେଇ ଅଂଚଳ ରେ ଭୟରବାତାବରଣ ଦେଖା ଦେଇଛି । ଘଟଣା ସ୍ଥାନରେ ବଡ଼ମାଲ ବନ ବିଭାଗ ଫରେଷ୍ଟର ପ୍ରିୟଙ୍କା ପୋଢ଼ ପହଁଚି ତଦନ୍ତ ଆରମ୍ଭ କରିବା ସହ ସ୍କୁଲ ର ବିଭିନ୍ନ ସ୍ଥାନରେ ବାଘ କୁ ଧରିବା ପାଇଁ କ୍ୟାମେରା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Locked in school for fear of tigers | Argus News