Videos
|
Odisha

  ଭୋଗରାଇରେ ସୁଭଦ୍ରା ଯୋଜନା ପାଇଁ ଲୋକଙ୍କ ରାତିରେ ଲମ୍ବା ଲାଇନ

Manini Pattanayak
Browse all articles by Manini Pattanayak
·1 year ago
  ଭୋଗରାଇରେ ସୁଭଦ୍ରା ଯୋଜନା ପାଇଁ ଲୋକଙ୍କ ରାତିରେ ଲମ୍ବା ଲାଇନ

ବାଲେଶ୍ବର : ରାଜ୍ୟ ସାରା ସୁଭଦ୍ରା ଉତ୍ସାହ । ବାଲେଶ୍ବର ଜିଲ୍ଲା ଭୋଗରାଇରେ ସୁଭଦ୍ରା ଯୋଜନା ପାଇଁ ଲୋକଙ୍କ ରାତିରେ ଲମ୍ବା ଲାଇନ। ଜନସେବା କେନ୍ଦ୍ରରେ ମହିଳାମାନେ ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମହିଳାଙ୍କ ମଧ୍ୟରେ ଉତ୍ସାହ କମିନଥିବା ଦେଖିବାକୁ ମିଳିଛି । 


ବିଜେଡି ସରକାରରେ ଯୋଜନା ଘୋଷଣl ପରେ ବିଳମ୍ବରେ କାର୍ଯ୍ୟକାରତ ରେ କାଜ୍ୟ କାରୀ ହଉଥିଲା କିନ୍ତୁ ଡବଲ ଇଂଜିନ ସରକାର ଆସିଲା ପରେ ତାହା ତୁରନ୍ତ କାଜ୍ୟ କାରୀ ହାଇଥିବାରୁ ସମସ୍ତ ମହିଳା ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି l 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Long queue of people at night for Subhadra Yojana in Vagarai | Argus News