Videos
|
Odisha

ଗଡ଼ସାହିରେ ଲୁଟ୍, ଦେଢ ଲକ୍ଷ ଟଙ୍କାର ସୁନା ଗହଣ ଲୁଟିନେଲେ ଦୁର୍ବୃତ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ଗଡ଼ସାହିରେ ଲୁଟ୍, ଦେଢ ଲକ୍ଷ ଟଙ୍କାର ସୁନା ଗହଣ ଲୁଟିନେଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ:  ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟ୍ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗଡ଼ସାହିରେ ଲୁଟ୍ । ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ପଶିଲା ଦୁର୍ବୃତ୍ତ। ସିସିଟିଭି ଉପରେ ନଜର ପଡିବାରୁ ସିସିଟିଭିରେ ଗାମୁଛା ଗୁଡ଼ାଇ ଘର ଭିତରୁ ଲୁଟ୍ ଅଭିଯୋଗ । ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଆଲମାରୀ ଭାଙ୍ଗି ନଗଦ ୨୦ହଜାରରୁ ଅଧିକ ଟଙ୍କା ସହ ଦେଢ ଲକ୍ଷ ଟଙ୍କାର ସୁନା ଗହଣ ଲୁଟ୍ ହୋଇଛି । ଗଡ଼ସାହିର ନାରାୟଣ ଦାସବାବୁଙ୍କ ଘରୁ ଲୁଟି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
loot in gadasahi | Argus News