Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଧାକୃଷ୍ଣ ମନ୍ଦିରରୁ କଳା କନା ବୁଲାଇଲେ ଦୁର୍ବୃତ୍ତ 

Manini Pattanayak
Browse all articles by Manini Pattanayak
·2 years ago
ରାଧାକୃଷ୍ଣ ମନ୍ଦିରରୁ କଳା କନା ବୁଲାଇଲେ ଦୁର୍ବୃତ୍ତ 

ବାଲେଶ୍ୱର:  ସୋର ଥାନା ଖରିଦା ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ କଳା କନା ବୁଲାଇଲେ ଦୁର୍ବୃତ୍ତ l  ଏ ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦୁର୍ବୃତ୍ତ ରୂପା ମୁକୁଟ ଓ ସୁନା ଅଳଙ୍କାର ଯାହାର ମୂଲ୍ୟ ଆନୁମାନିକ ଚାରିଲକ୍ଷ ଟଙ୍କାର ହେବ ଚୋରି ହୋଇଥିଲା। ଆଜି ସକାଳେ ଗ୍ରାମବାସୀ ମାନେ ଏ ବାବଦରେ ଜାଣି ସୋର ଥନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
loot in radhakrishna temple balasore | Argus News