Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୬ ମାସ ପରେ ଖୋଲିଲା ମା' ଭଗବତୀଙ୍କ ହୁଣ୍ଡି

Swayangprajna Mishra
Browse all articles by Swayangprajna Mishra
·1 year ago
୬ ମାସ ପରେ ଖୋଲିଲା ମା' ଭଗବତୀଙ୍କ ହୁଣ୍ଡି

ଖୋର୍ଦ୍ଧା : ୬ ମାସ ପରେ  ଖୋଲାଯାଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା' ଭଗବତୀଙ୍କ ଭିତର ହୁଣ୍ଡି।ହୁଣ୍ଡିରୁ ବାହାରିଲା ୧ ଲକ୍ଷ ୪୭ ହଜାର ୪ ଶହ ୨୪ ଟଙ୍କା ସହ ସୁବର୍ଣ୍ଣ ର କନଫୁଲ  ଓ ରୁପାର ମୁଦି ।

ଅଧିକ ପଢନ୍ତୁ : ମା' ମଝିଘରିଆଣୀଙ୍କ ଦାନ ହୁଣ୍ଡିର ଗଣତି ଆରମ୍ଭ

ହୁଣ୍ଡି ଖୋଲାଯିବା ସମୟରେ ବାଣପୁର ତହସିଲଦାର ଟି ପଦ୍ମନାଭ ଦୋରା, ମା' ଭଗବତୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ,ବାଣପୁର ବ୍ଲକ ର ବିଡ଼ିଓ ଶୀତଳ ଅଗ୍ରୱାଲ, ବିଜ୍ଞାପିତ ଅଞ୍ଚଳ ଅଧିକାରିଣୀ କାଦମ୍ବିନୀ ଜେନା, ବାଣପୁର ଥାନାର ନିରୀକ୍ଷକ ରମେଶ ଦେବତା ଏବଂ ସେବାୟତ ମାନେ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lordess Bhagwati's hundi was opened after 6 months | Argus News