Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ

Swayangprajna Mishra
Browse all articles by Swayangprajna Mishra
·1 year ago
ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ

ଅର୍ଗସ ବ୍ୟୁରୋ :  ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ । ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡ଼ିଓ ଭାଇରାଲ କରିବାକୁ ଧମକ । ବିହାରରୁ ଓଡିଶା ଆସି ଯୁବତୀଙ୍କୁ ପୁରୀ ନେଇଥିଲା ଅଭିଯୁକ୍ତ। ସେଠାରେ ଏକ ହୋଟେଲକୁ ନେଇଥିଲା ।  କଟକରୁ ଗିରଫ ହେଲା ସମୀର ମନସୁର। ଅଭିଯୁକ୍ତ ସୋସିଆଲ ମିଡ଼ିଆରରେ ବନ୍ଧୁତା ସୃଷ୍ଟି କରିଥିଲା ।

ଅଧିକ ପଢନ୍ତୁ : ବାଂଲାଦେଶ ହିଂସା ପଛରେ ଜମାତ-ଏ-ଇସଲାମୀ ସଙ୍ଗଠନ

ବନ୍ଧୁତା ପରେ ଯୁବତୀଙ୍କ ଫଟୋ ନେଇ ବ୍ଲାକମେଲିଙ୍ଗ କରୁଥିଲା। ସୋସିଆଲ ମିଡ଼ିଆରେ ଫଟୋକୁ ଅଶ୍ଳୀଳ କରି ପୋଷ୍ଟ କରି ମାଗୁଥିଲା ଟଙ୍କା । ଯୁବତୀ ମହିଳା ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
love jihad case ; Blackmailing young women with social media | Argus News