Trap Hindu Girls in Capital / ନକଲି ପରିଚୟ ପତ୍ରରେ ଲଭ୍ ଜିହାଦ, ଅର୍ଗସ ହାତରେ ଇରଫାନର ନକଲି ପରିଚୟ ପତ୍ର
·4 months ago·2 min read

Key Points
ରାଜଧାନୀରେ ଲଭ ଜିହାଦ ଘଟଣା
ନକଲି ପରିଚୟ ପତ୍ର ଦେଇ ଲଭ ଜିହାଦ
ହିନ୍ଦୁ ଯୁବତୀ ମାନଙ୍କୁ ଫସାଉଥିଲା ଇରଫାନ ଆନସାରି
ଅର୍ଗସ ନିୟୁଜ ହାତରେ ଇରଫାନର ନକଲି ପରିଚୟ ପତ୍ର

ରାଜଧାନୀରେ ଲଭ ଜିହାଦ ଘଟଣାରେ ନକଲି ପରିଚୟ ପତ୍ର ତିଆରି କରି ହିନ୍ଦୁ ଯୁବତୀ ମାନଙ୍କୁ ଫସାଉଥିଲା ଇରଫାନ ଆନସାରି । ଅର୍ଗସ ନିୟୁଜ ହାତରେ ଲାଗିଛି ଇରଫାନର ନକଲି ପରିଚୟ ପତ୍ର। ଜୟରାମ ଶର୍ମା ନାଁରେ ନକଲି ପରିଚୟ ପତ୍ର ତିଆରି କରି ହିନ୍ଦୁ ଯୁବତୀ ମାନଙ୍କୁ ଫସାଉ ଥିଲା କର୍ଣ୍ଣାଟକର ଇରଫାନ । ଇରଫାନ କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ । ଜଣେ ଯୁବତୀଙ୍କୁ ହିନ୍ଦୁ ଯୁବକ ର ପରିଚୟ ଦେଇ ପ୍ରେମ ଜାଲରେ ଫସାଇଥିଲା। ଯୁବତୀ ଜଣଙ୍କ ଅସଲ କଥା ଜାଣିଦେବା ପରେ ହୋଟେଲ କୁ ଡାକି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ସହ ଅକଥନୀୟ ନିର୍ଯାତନା ଦେଇଥିଲା
ରାଜଧାନୀରେ ଲଭ୍ ଜିହାଦ୍ ! ହିନ୍ଦୁ ସାଜି ପ୍ରେମ, ଆଉ ତା’ ପରେ ପ୍ରତାରଣା। ସୋସିଆଲ ମିଡିଆ ପ୍ରେମ ପଛର ଭୟଙ୍କର ସତ। ଜୟରାମ ଶର୍ମା ନୁହେଁ ସେ ଥିଲା ଇରଫାନ!। ନିଜକୁ ‘ଜୟରାମ ଶର୍ମା’ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା କର୍ଣ୍ଣାଟକର ଇରଫାନ ଆନସାରୀ। ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଶେଷରେ ପହଞ୍ଚିଥିଲା ହୋଟେଲ ରୁମ୍ର ନିର୍ଯାତନା ପର୍ଯ୍ୟନ୍ତ। ଯୁବତୀ ଜଣକ ଅସଲ ପରିଚୟ ଜାଣିବା ପରେ ଦୂରେଇ ଯିବାକୁ ଚେଷ୍ଟା କରିଥିଲେ, ହେଲେ ଅଭିଯୁକ୍ତ ତାଙ୍କୁ ବନ୍ଧକ ରଖି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଯୁବତୀଙ୍କୁ ଜୋର ଜବରଦସ୍ତ କର୍ଣ୍ଣାଟକ ନେଇଯିବାକୁ ଯୋଜନା କରୁଥିବା ବେଳେ ଅଧାବାଟରେ ମାଡ଼ି ବସିଛି ସହିଦନଗର ଥାନା ପୋଲିସ। ଇରଫାନ ନିକଟରୁ ମାରଣାସ୍ତ୍ର ସହ ଏକାଧିକ ଜାଲ୍ ପରିଚୟ ପତ୍ର ଜବତ କରାଯାଇଛି।
ଯୁବତୀ ଜଣକ କର୍ଣ୍ଣାଟକର ଏକ ହୋଟେଲରେ କାମ କରୁଥିବା ବେଳେ ଇରଫାନ ସହ ତାଙ୍କର ଦେଖା ହୋଇଥିଲା। ସେଠାରେ ଇରଫାନ ନିଜକୁ ଜୟରାମ ଶର୍ମା କହି ବନ୍ଧୁତା ବଢ଼ାଇଥିଲା। ପରେ ଯୁବତୀ ଜଣକ ପୁରୀ ଆସି ଚାକିରି କରିଥିବା ବେଳେ ଅଭିଯୁକ୍ତ ସେଠାକୁ ଆସି ମଧ୍ୟ ଦେଖା କରୁଥିଲା। ଦୀର୍ଘ ଏକ ବର୍ଷ ଧରି ସବୁ କିଛି ଠିକ୍ ଚାଲିଥିବା ବେଳେ ଦିନେ ଯୁବତୀଙ୍କ ହାତରେ ଇରଫାନର ଦୁଇଟି ଆଧାର କାର୍ଡ ଲାଗିଥିଲା। ଗୋଟିଏରେ ‘ଜୟରାଜ ଶର୍ମା’ ଓ ଅନ୍ୟଟିରେ ‘ଇରଫାନ ଆନସାରୀ’ ନାମ ଦେଖି ଯୁବତୀଙ୍କ ସନ୍ଦେହ ବଢ଼ିଥିଲା। ସତ ପଦାକୁ ଆସିବା ପରେ ଅଭିଯୁକ୍ତ ଉଗ୍ର ରୂପ ଧାରଣ କରିଥିଲା ଏବଂ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରୁଥିଲା।
ଏଥିସହ ପଢ଼ନ୍ତୁ: ଲଭ୍ ଟ୍ରାପ୍, ହ୍ବାଟ୍ସଆପ୍ ଚାଟ୍, କୋଟି କୋଟି ଟଙ୍କାର ଖେଳ; କିଏ DSP କଳ୍ପନା ବର୍ମା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories