Videos
|
Odisha

ମା' ବିରଜାଙ୍କ ପୀଠରେ ନୂତନ ପଞ୍ଜିକା ପାଠ

Ritu Das
Browse all articles by Ritu Das
·2 years ago
ମା' ବିରଜାଙ୍କ ପୀଠରେ ନୂତନ ପଞ୍ଜିକା ପାଠ

ଅର୍ଗସ ବ୍ୟୁରୋ: ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ବରୀ ମାଆ ବିରଜାଙ୍କ ନିକଟରେ ହୋଲି ଉତ୍ସବ ଅବସରରେ ମା'ଙ୍କ ଦୋଳ ଉତ୍ସବ ପାଳନ ହୋଇଛି। ଏହି ଅବସରରେ ମାଙ୍କ ନିକଟରେ ଜ୍ୟୋତିଷ୍କଙ୍କ ଦ୍ବାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି। ଯାହାକି ଏହି ପାଞ୍ଜି ପଣା ସଂକ୍ରାନ୍ତି ଠାରୁ କାର୍ଯ୍ୟକାରୀ କରାଯିବ।

ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପରେ ମାଆଙ୍କ ବିଜେ ପ୍ରତିମାକୁ ଅଣାଯାଇ ଦୋଳ ଉତ୍ସବର ପୂଜାର୍ଚନା କରାଯିବ ସହ ଜ୍ୟୋତିଷଙ୍କ ଦ୍ବାରା ନୂତନ ପଞ୍ଜିକା ପାଠ କରାଯାଇଥିଲା। ପାଞ୍ଜି ଗଣନାକାରୀଙ୍କ ମତରେ ଚଳିତ ବର୍ଷ ଓଡିଶା ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜଙ୍ଗଲରେ ନିଆଁ ବ୍ୟାପିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Maa biraja's | Argus News