Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥାରୂଢ ହେଲେ ମା' ସୁଭଦ୍ରା

Swayangprajna Mishra
Browse all articles by Swayangprajna Mishra
·2 years ago
ରଥାରୂଢ ହେଲେ ମା' ସୁଭଦ୍ରା

ଅର୍ଗସ ବ୍ୟୁରୋ : ରଥାରୂଢ ହେଲେ ମା ସୁଭଦ୍ରା । ପ୍ରଥମେ ସୁଦର୍ଶନଙ୍କୁ ବିଜେ କରାଗଲା । ପରେ ବଡଠାକୁର ବଳଭଦ୍ରଙ୍କର ପହଣ୍ଡି କରାଯାଇଥିଲା । ପରେ ମା ସୁଭଦ୍ରା ରଥରେ ବିଜେ କରିଛନ୍ତି । ରଥଯାତ୍ରା ପାଇଁ କୋଳାହଳମୟ ବଡଦାଣ୍ଡ । ରଥକୁ ସ୍ପର୍ଶ କରିବାକୁ ଆସିଛନ୍ତି କୋଟି କୋଟି ଭକ୍ତ । କିଛି ସମୟ ପରେ ରଥରେ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ । 

ଅଧିକ ପଢନ୍ତୁ : ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ

 ଭିଜିବ ଭକ୍ତର ଆଖି  ଭିଜିବ ବଡଦାଣ୍ଡ। ଧନ୍ୟ ହେବେ ସଚରାଚର। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ  ଉଠିବ ପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
maa subhadra pahandi ritual started | Argus News