Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମଦ ପିଇ ପୋଲିସକୁ ଦେଖାଇଲେ ରୁବାବ୍

Banajyotshna Ray
Browse all articles by Banajyotshna Ray
·1 year ago
ମଦ ପିଇ ପୋଲିସକୁ ଦେଖାଇଲେ ରୁବାବ୍

ଅର୍ଗସ ବ୍ୟୁରୋ:  ରାଜଧାନୀରେ ମଦ୍ୟପ ମହିଳାଙ୍କ ଉନ୍ମତ୍ତକାଣ୍ଡ । ମଦ ପିଇ ଦେଖାଇଲେ ରୋବାବ୍ | ମାତାଲ ଅବସ୍ଥାରେ ଥାନାରେ କାର୍ଯ୍ୟରତ ପୋଲିସ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭିଡିଓ ହୋଇଛି  ଭାଇରାଲ । ଭରତପୁର ଘଟଣା ପରେ ଏମିତି ଏକ ଭିଡ଼ିଓ ସାମ୍ନା କୁ ଆସିଛି, ଯେଉଁଥିରେ ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି I ତେବେ ଭିଡିଓ ଭାଇରାଲ ପରେ ମହିଳାଙ୍କୁ ପାନେ ଦେବାପାଇଁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Madness of drunken women in the capital | Argus News