Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାଦୀପ ଦର୍ଶନ ପରେ ଜାଗର ବ୍ରତ ଭାଙ୍ଗିଛନ୍ତି ବ୍ରତଧାରୀ

Banajyotshna Ray
Browse all articles by Banajyotshna Ray
·2 years ago
ମହାଦୀପ ଦର୍ଶନ ପରେ ଜାଗର ବ୍ରତ ଭାଙ୍ଗିଛନ୍ତି ବ୍ରତଧାରୀ

ଅର୍ଗସ ବ୍ୟୁରୋ: ମହାଦୀପ ଦର୍ଶନ ପରେ ଜାଗର ବ୍ରତ ଭାଙ୍ଗିଲେ ବ୍ରତଧାରୀ । ପ୍ରଭୁ ଲିଙ୍ଗରାଜ, ଧବଳେଶ୍ବର, ଆଖଣ୍ଡଳମଣିଙ୍କ ସମେତ ରାଜ୍ୟର ସମସ୍ତ ଶୈବପୀଠ ଓଁ ନମଃ ଶିବାୟ…, ହରହର ମହାଦେବ, ଜୟ ଶିବଶମ୍ଭୁ ମନ୍ତ୍ର ଧ୍ବନିରେ କମ୍ପିଛି । ନିର୍ଦ୍ଧାରିତ ସମୟ ଅନୁସାରେ ଲିଙ୍ଗରାଜ ମନ୍ଦିରରେ ବେଢା ପରିକ୍ରମା ପରେ ରାତି 10ଟା 11ରେ ମନ୍ଦିର ଉପରକୁ ଉଠିଥିଲା ମହାଦୀପ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି। ମହାଦେବଙ୍କ ଆଶିଷ ପାଇଁ ଶ୍ରଦ୍ଧାଳୁ ଜାଳିଛନ୍ତି ଜାଗର ଓ ପାଳିଛନ୍ତି ମହାଶିବରାତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maha Shivratri special | Argus News