Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାହାଙ୍ଗା ଡବଲ ମର୍ଡର ମାମଲା: ୯ ଜଣଙ୍କୁ ଆଜୀବନ ଜେଲ୍‌

Odisha

ମାହାଙ୍ଗା ଡବଲ ମର୍ଡର ମାମଲା: ୯ ଜଣଙ୍କୁ ଆଜୀବନ ଜେଲ୍‌

Smruti Parija
Browse all articles by Smruti Parija
·1 year ago
ମାହାଙ୍ଗା ଡବଲ ମର୍ଡର ମାମଲା: ୯ ଜଣଙ୍କୁ ଆଜୀବନ ଜେଲ୍‌

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆସିଲା ଦଣ୍ଡାଦେଶ । ସାଲେପୁର ଅତିରିକ୍ତ ଦୌରାଜଜ୍ 10 ଜଣ ମୁଦାଲାଙ୍କର ରାୟ ପ୍ରକାଶ କରିଛନ୍ତି । ୯ ଦୋଷୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇଥିବାବେଳେ ସାକ୍ଷ ପ୍ରମାଣ ଅଭାବରୁ ଅରବିନ୍ଦ ଖଟୁଆଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।  2 ଜାନୁଆରୀ 2021ରେ ଘଟିଥିଲା ହତ୍ୟାକାଣ୍ଡ । ବିଜେପି ନେତା କୁଳ ମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା । 

 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mahanga-double murder case:life-imprisonment-for 9 people | Argus News