Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାହାଙ୍ଗା ଡବଲ ମର୍ଡର : ପ୍ରତାପ ଜେନାଙ୍କୁ ୧୩ ତାରିଖ ଯାଏଁ ସୁରକ୍ଷା

Odisha

ମାହାଙ୍ଗା ଡବଲ ମର୍ଡର : ପ୍ରତାପ ଜେନାଙ୍କୁ ୧୩ ତାରିଖ ଯାଏଁ ସୁରକ୍ଷା

Swayangprajna Mishra
Browse all articles by Swayangprajna Mishra
·2 years ago
ମାହାଙ୍ଗା ଡବଲ ମର୍ଡର : ପ୍ରତାପ ଜେନାଙ୍କୁ ୧୩ ତାରିଖ ଯାଏଁ ସୁରକ୍ଷା

 ଅର୍ଗସ ବ୍ୟୁରୋ : ପ୍ରତାପ ଜେନାଙ୍କୁ ୧୩ ତାରିଖ ଯାଏଁ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଲା ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ଯାଏଁ ଅନ୍ତରୀଣ ସୁରକ୍ଷା । ମାମଲାରେ ହାଇକୋର୍ଟ ଯାଇଥିଲେ ବିଧାୟକ । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟ ଯାଇଥିଲେ । 

ଅଧିକ ପଢନ୍ତୁ : ମାହାଙ୍ଗା ଡବଲ ମର୍ଡର ମାମଲା : ସମୟ ମାଗିଲେ ପ୍ରତାପ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
mahanga double murder case : Pratap Jena is protected till 13th | Argus News