Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୋଷଘରେ ଲୁହା କଡ଼େଇରେ ପ୍ରସ୍ତୁତ ହେଉଛି ଅବଢ଼ା ଅନ୍ନ 

Manini Pattanayak
Browse all articles by Manini Pattanayak
·1 year ago
ରୋଷଘରେ ଲୁହା କଡ଼େଇରେ ପ୍ରସ୍ତୁତ ହେଉଛି ଅବଢ଼ା ଅନ୍ନ 

ପୁରୀ: ଲୁହା କଡ଼େଇରେ ରନ୍ଧା ହଉଛି ମହାପ୍ରସାଦ। ଶ୍ରୀମନ୍ଦିର ରୋଷଘରେ ଲୁହା କଡ଼େଇରେ ପ୍ରସ୍ତୁତ ହେଉଛି ଅବଢ଼ା ଅନ୍ନ । ଏନେଇ ବିଭିନ୍ନ ମହଲରେ ଦେଖାଦେଇଛି ଅସନ୍ତୋଷ । ଏଇ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ।

 ରୋଷଘର ଶୃଙ୍ଖଳା ପାଇଁ ପାଳିଆ ମହାସୁଆର, ରୋଷ ଅମିନ, ରୋଷ ପାଇକଙ୍କୁ ଚିଠି କରିବ ସୁଆର ମହାସୁଆର ନିଯୋଗ। କଡ଼େଇ ଗୁଡ଼ିକୁ କିଭଳି ରୋଷଘରୁ ବାହାର କରାଯିବ ସେନେଇ ଖୁବ୍ ଶୀଘ୍ର ପଦକ୍ଷେପ ନେବ ସୁଆର ମହାସୁଆର ନିଯୋଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahaprasad is being prepared in an iron pot in the kitchen | Argus News