Videos
|
Odisha

ଯୋରନ୍ଦା ଷ୍ଟେସନରେ ଜଳୁଛି ମେଣ୍ଟେନାନ୍ସ ଟ୍ରେନ ଇଞ୍ଜିନ

Ritu Das
Browse all articles by Ritu Das
·2 years ago
ଯୋରନ୍ଦା ଷ୍ଟେସନରେ ଜଳୁଛି ମେଣ୍ଟେନାନ୍ସ ଟ୍ରେନ ଇଞ୍ଜିନ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଷ୍ଟେସନ ନିକଟରେ ଇଞ୍ଜିନରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଲା ଇଞ୍ଜିନ। ଗୋଟିଏ ବଗି ସହ ମେଣ୍ଟେନାନ୍ସ ପାଇଁ ଯାଉଥିଲା ଟ୍ରେନ। 

ଫସି ରହିଥିବା ଲୋକୋ ପାଇଲଟ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଦମକଳ ବାହିନୀ ପୟଞ୍ଚି ନିଆଁକୁ ଆୟତ୍ତ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Maintenance train | Argus News