Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିଗପହଣ୍ଡିରେ ବଡ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଶିଶୁ ଗୁରୁତର

Odisha

ଦିଗପହଣ୍ଡିରେ ବଡ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଶିଶୁ ଗୁରୁତର

Ritu Das
Browse all articles by Ritu Das
·1 year ago
ଦିଗପହଣ୍ଡିରେ ବଡ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୦ ଶିଶୁ ଗୁରୁତର

ଅର୍ଗସ ବ୍ୟୁରୋ: ଦିଗପହଣ୍ଡିରେ ବଡ ଅଘଟଣ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି କୁନିକୁନି ୧୦ ଶିଶୁ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫାସିଗୁଡ଼ା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ତେବେ ଗାଁରେ ନାଟକ ଚାଲିଥିଲା, ବର୍ଷା ଯୋଗୁଁ ମଞ୍ଚ ତଳେ ଆଶ୍ରୟ ନେଇଥିଲେ ଛୋଟ ଛୋଟ ପିଲା । ଆଉ ସେହି ମଞ୍ଚ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । 

ଯାହାଫଳରେ ବିଦ୍ୟୁତ ଝଟକା ଖାଇଥିଲେ କୁନି କୁନି ପିଲାମାନେ । ଅସୁସ୍ଥ ଶିଶୁଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major accident | Argus News