Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା

Odisha

ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା

Smruti Parija
Browse all articles by Smruti Parija
·2 years ago
ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା

ଭୁବନେଶ୍ୱର:  ଦୁର୍ଘଟଣାରେ ଚା' ଦୋକାନୀଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଯାଜପୁର ବିଞ୍ଝାରପୁରର ଦିଲ୍ଲୀପ ପରିଡା । ଭୁବନେଶ୍ବର ସହିଦନଗର ଥାନା ପଣ୍ଡା ପାର୍କ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଗାଡି ମାଲିକ ସହ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପାଖ ଲୋକ । ତେବେ ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍ ଗାଡିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । କିଭଳି ଦୁର୍ଘଟଣା ଘଟିଲା, ଗାଡି କିଏ ଚଳାଉଥିଲା, ତମାମ ଦିଗକୁ ନେଇ ଆରମ୍ଭ ହୋଇଛି ଛାନଭିନ୍ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
major-accident-near-panda-park-saheed-nagar | Argus News