Videos
|
Odisha

ବ୍ୟାପୁଛି ମ୍ୟାଲେରିଆ ଜ୍ୱର, 5 ଶିଶୁଙ୍କ ସମେତ ଜଣେ ମହିଳା ଆକ୍ରାନ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ବ୍ୟାପୁଛି ମ୍ୟାଲେରିଆ ଜ୍ୱର, 5 ଶିଶୁଙ୍କ ସମେତ ଜଣେ ମହିଳା ଆକ୍ରାନ୍ତ

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ମଣ୍ଡପଡା ଗାଁରେ ବ୍ୟାପୁଛି ମ୍ୟାଲେରିଆ ଜ୍ବର । 5 ଶିଶୁଙ୍କ ସମେତ ଜଣେ ମହିଳା ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି । ଆନନ୍ଦପୁର ଚିକିତ୍ସାଳୟରେ ସେମାନଙ୍କର ଚିକିତ୍ସା ଚାଲିଛି । ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ କ୍ୟାମ୍ପ କରି ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହ ମ୍ୟାଲେରିଆ ବାହାରିଲେ ଔଷଧ ଦେଉଛନ୍ତି । ଦୂଷିତ ପରିବେଶ ସାଙ୍ଗକୁ ଅବହେଳା ଯୋଗୁଁ ମ୍ୟାଲେରିଆ କାୟା ବିସ୍ତାର କରୁଥିବା କହିଛନ୍ତି ଡାକ୍ତର ।  ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତର ପରାମର୍ଶ କରିବାକୁ ପରାମର୍ଶ କରିଛନ୍ତି ବିଶେଷଜ୍ଞ ଡାକ୍ତର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: