Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଲକାନଗିରି ବିମାନ ବନ୍ଦର ଉଦଘାଟନ କରି ଜନତାଙ୍କୁ ଭଣ୍ଡାଇଥିଲା ବିଜେଡି

Odisha

ମାଲକାନଗିରି ବିମାନ ବନ୍ଦର ଉଦଘାଟନ କରି ଜନତାଙ୍କୁ ଭଣ୍ଡାଇଥିଲା ବିଜେଡି

Banajyotshna Ray
Browse all articles by Banajyotshna Ray
·1 year ago
ମାଲକାନଗିରି ବିମାନ ବନ୍ଦର ଉଦଘାଟନ କରି ଜନତାଙ୍କୁ ଭଣ୍ଡାଇଥିଲା ବିଜେଡି

ଅର୍ଗସ ବ୍ୟୁରୋ:  ପଦାରେ ପଡିଲା ମାଲକାନଗିରିରେ ମିଛ ରୂପାନ୍ତରିକରଣ । ମାଲକାନଗିରି ବିମାନ ବନ୍ଦର ଉଦଘାଟନ କରି ଜନତାଙ୍କୁ ଭଣ୍ଡାଇଥିଲା ବିଜେଡି। ମାଲକାନଗିରି ବିମାନ ବନ୍ଦରକୁ ନଥିଲା DGCA ଅନୁମତି। ଏନେଇ RTIରେ ସାମ୍ନାକୁ ଆସିଛି ତଥ୍ୟ। ରାଜ୍ୟରେ 4ଟି ବିମାନ ବନ୍ଦରକୁ ରହିଛି DGCA ଅନୁମତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର, ରାଉରକେଲା ବିମାନ ବନ୍ଦର, ଜୟପୁର ବିମାନ ବନ୍ଦର, ଉତ୍କେଲା ବିମାନ ବନ୍ଦରକୁ ରହିଛି DGCA ଅନୁମତି। ଗତ ଜାନୁଆରୀ ମାସରେ ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିଥିଲେ ନବୀନ ପଟ୍ଟନାୟକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Malkangiri Airport was inaugurated by BJD in fraud | Argus News