Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚିଡିଆଖାନାରେ ମଣିଷ ଖିଆ ବାଘ 

Odisha

ଚିଡିଆଖାନାରେ ମଣିଷ ଖିଆ ବାଘ 

Manini Pattanayak
Browse all articles by Manini Pattanayak
·1 year ago·1 min read
ଚିଡିଆଖାନାରେ ମଣିଷ ଖିଆ ବାଘ 

ସମ୍ବଲପୁର:  ମଣିଷ ଖିଆ ବାଘ କୁ ସମ୍ବଲପୁର ଚିଡିଆଖାନାରେ ଛଡାଗଲା । ୧୧ ମାସ ପରେ ବାଘକୁ ଚିଡିଆଖାନାର କ୍ବାରେଣ୍ଟିନ ରେ ରଖିବା ପରେ ଆଜି ପର୍ଯ୍ୟଟକ ପାଇ ପ୍ରଦର୍ଶିତ କରାଯାଇଛି । ହିଂସ୍ରମୁଖା ଵାଘ ଏକାନ୍ତରେ ରହିବା ପରେ ଚାଲି-ଚଳଣି ହାବ-ଭାବ ବର୍ତ୍ତମାନ  ବଦଳି ଶାନ୍ତ ସରଳ ରହିଛି । ଯାହାକି ଚିଡିଆଖାନାରେ ପର୍ଯ୍ୟଟକ ଦେଖିବା ପାଇ ମଧ୍ୟ ଆସୁଛନ୍ତି । ଏଥିପାଇଁ ସମ୍ଵଲପୁର ଚିଡିଆଖାନାରେ ପ୍ରଥମ ସ୍ବତନ୍ତ୍ର ଗ୍ଲାସ ଭିୟୁ ବ୍ୟବସ୍ଥା କରାଯାଇଛି ।

ପର୍ଯ୍ୟଟକ ଲୁହାର ତାର ଜାଳ ବଦଳରେ ଗ୍ଲାସରେ ସ୍ବଷ୍ଟ ଭାବେ ଦେଖିପାରିବେ । ତେବେ ୨୦୨୩ ନଭେମ୍ବର ମାସରେ ନୂଆପଡାରେ ଜିଲ୍ଲା ଏହି ବାଘ ଆକ୍ରମଣ କରି ୨ ଜଣକ ଜୀବନ ନେବା ସହ ଅନେକ କୁ ଆକ୍ରମଣ କରିଥିଲା । ଫଳରେ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ପରେ ତାକୁ ଡେବ୍ରିଗଡ ଓ୍ବାଲ୍ଡଲାଇଭ ଡିଏଫ ନିର୍ଦ୍ଦେଶକ୍ରମେ ବହୁ କଷ୍ଟେ ରେସ୍କ୍ୟ କରି ନଭେମ୍ବର ମାସରେ ସମ୍ବଲପୁର ଚିଡିଆଖାନା ଆଣି କ୍ବାରେଟେଣ୍ଟ ରଖାଯାଇଥିଲା । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man-eating tiger released in Sambalpur zoo | Argus News