୧୧ରେ ମାଣିକେଶ୍ଵରୀଙ୍କ ବିଶ୍ଵ ପ୍ରସିଦ୍ଧ ଛତର ଯାତ୍ରା
·1 year ago

କଳାହାଣ୍ଡି: ଆସନ୍ତା ଅକ୍ଟୋବର ୧୧ ତାରିଖରେ ମା ମାଣିକେଶ୍ଵରୀଙ୍କ ବିଶ୍ଵ ପ୍ରସିଦ୍ଧ ଛତର ଯାତ୍ରା । ଆଜି ମୁଳାଷ୍ଟମୀ ପ୍ରଥମ ନିତି ମା' ଙ୍କ ମସ୍ତକ ସ୍ଥାପନ ଅନୁଷ୍ଠିତ ହେବ ।
ମା' ଙ୍କ ମସ୍ତକ କାଠି ନୂତନ ମସ୍ତକ ବିଜୟା ଦଶମୀ ପର୍ଯ୍ୟନ୍ତ ନୂତନ ମସ୍ତକରେ ମାଆ ପୂଜା ପାଇବେ । ସକାଳ ୮ଟାରୁ ୧୨ଟା ଯାଏଁ ଖୋଲା ରହିବ । ଗୁପ୍ତ ପୂଜା ନୀତି ପାଇଁ ମାଆ ମନ୍ଦିର ଦିନ ୧୨ଟାରୁ ବନ୍ଦ ରହିବ । ସେଥିପାଇଁ ମାଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ଲାଗି ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: