Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦ ସନ୍ଧ୍ୟାରେ ରାଜ୍ୟରେ ହେବ ଶପଥଗ୍ରହଣ ଉତ୍ସବ: ମନମୋହନ

Banajyotshna Ray
Browse all articles by Banajyotshna Ray
·2 years ago
୧୦ ସନ୍ଧ୍ୟାରେ ରାଜ୍ୟରେ ହେବ ଶପଥଗ୍ରହଣ ଉତ୍ସବ: ମନମୋହନ

ଅର୍ଗସ ବ୍ୟୁରୋ:  ଦିଲ୍ଲୀରୁ ଫେରିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଫେରି ପ୍ରତିକ୍ରିୟା ରଖିଛନ୍ତି ମନମୋହନ ସାମଲ। କହିଲେ,  ୧୦ ସନ୍ଧ୍ୟାରେ ରାଜ୍ୟରେ ହେବ ଶପଥଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ବି ସାମିଲ ହେବେ । ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ବୈଠକରେ ଥିଲେ ସାମିଲ ।  ମୁଖ୍ୟମନ୍ତ୍ରୀ କିଏ ହେବେ ଏଯାଏଁ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନମୋହନ ସାମଲ । ପାର୍ଲାମେଣ୍ଟାରୀ ବୋର୍ଡରେ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନିଆଯିବ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manmohan Samal has responded after returning from Delhi | Argus News