Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଲଗାଣ ବର୍ଷା ପରେ ବେହାଲ୍ ଦକ୍ଷିଣ ଓଡ଼ିଶା

Manini Pattanayak
Browse all articles by Manini Pattanayak
·1 year ago
 ଲଗାଣ ବର୍ଷା ପରେ ବେହାଲ୍ ଦକ୍ଷିଣ ଓଡ଼ିଶା

 ମାଲକାନଗିରି : ଲଗାଣ ବର୍ଷା ପରେ ବେହାଲ୍ ଦକ୍ଷିଣ ଓଡ଼ିଶା। ମାଲକାନଗିରି ଜିଲ୍ଲାର ଅନେକ ଅଂଚଳ ଏବେ ବି ପାଣି ଘେରରେ ରହିଛି । ଯେଉଁ ଆଡକୁ ଚାହିଁଲେ ଖାଲି ପାଣି ଆଉ ପାଣି ।  ଲୋକମାନେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

ମାଲକାନଗିରି mv 7 ନମ୍ବର ପୋଲ ଉପରେ ବନ୍ୟା ଜଳ ଖସିଛି । ଅନ୍ୟ ପକ୍ଷରେ ପୋଟେରୁ ସହ ଅନ୍ୟାନ୍ୟ ପୋଲରେ  ପାଣି ଚାଲୁଥିବାରୁ 326 ନମ୍ବର ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । ଗତକାଲି ଗଭୀର ଅବପାତ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଥିଲା ବର୍ଷା । ପରିସ୍ଥିତିକୁ ଦେଖି ଆଜି ଗଞ୍ଜାମ,ମାଲକାନଗିରି ଓ କୋରାପୁଟ ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Many parts of Malkangiri district are still under water | Argus News