Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆପଡାରେ ମାଓ କ୍ୟାମ୍ପ ଠାବ , ମାଓ ସାମଗ୍ରୀ ଜବତ

Odisha

ନୂଆପଡାରେ ମାଓ କ୍ୟାମ୍ପ ଠାବ , ମାଓ ସାମଗ୍ରୀ ଜବତ

Swayangprajna Mishra
Browse all articles by Swayangprajna Mishra
·2 years ago
ନୂଆପଡାରେ ମାଓ କ୍ୟାମ୍ପ ଠାବ , ମାଓ ସାମଗ୍ରୀ ଜବତ

ନୂଆପଡା -: ନୂଆପଡାରେ ମାଓ କ୍ୟାମ୍ପ ଠାବ କରିଛନ୍ତି ସିଆରପିଏଫ (CRPF) ଜବାନ । ବୋଡ଼େନ ଥାନା କାଟଫାର ଗାଁ ନିକଟରେ ଠାବ କରାଯାଇଛି ଏହି ମାଓ କ୍ୟାମ୍ପ । ପାଟଦରହା ସଂରକ୍ଷିତ ଜଙ୍ଗଲ ରେ ପୋଲିସ ଏବଂ CRPF କୁମ୍ବି କରୁଥିବା ସମୟରେ ହୋଇଛି କ୍ୟାମ୍ପ ଠାବ । ଯେଉଁଥିରେ ବହୁ ମାଓ ସାମଗ୍ରୀ ସହ ବିଭିନ୍ନ ପ୍ରକାର ଔଷଧ ଜବତ କରିଛି ପୋଲିସ ।

ଅଧିକ ପଢନ୍ତୁ : ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ

ଛତିଶଗଡ଼ରେ ଏନ୍ କାଉଣ୍ଟର ପରେ ଏବେ ନୂଆପଡ଼ା ଅଭିମୁଖେ ମାଓବାଦୀ ମାନେ ଆସୁଥିବା ସନ୍ଦେହ କରାଯାଉଛି ।ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ କିଛି ବଡ଼ ଧରଣର ଯୋଜନା ଚାଲିଥିବା ସୂଚନା ମିଳିଛି । ବର୍ତ୍ତମାନ ସେହି ଅଞ୍ଚଳରେ କୁମ୍ବୀ ଜୋରଦାର ହୋଇଥିବା ସୂଚନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Mao camp in nuapada | Argus News