Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବରଗଡ଼ରେ ଲାଗିଲା ମାଓ ପୋଷ୍ଟର

Odisha

ବରଗଡ଼ରେ ଲାଗିଲା ମାଓ ପୋଷ୍ଟର

Ritu Das
Browse all articles by Ritu Das
·2 years ago
ବରଗଡ଼ରେ ଲାଗିଲା ମାଓ ପୋଷ୍ଟର

ଅର୍ଗସ ବ୍ୟୁରୋ: କିଛି ଦିନର ନୀରବତା ପରେ ବରଗଡ଼ରେ ପୁଣି ଲାଗିଲା ମାଓ ପୋଷ୍ଟର  । ବରଗଡ଼ ଜିଲ୍ଲା ପାଇକମାଳ ଓ କିର୍ମିଲାବାହାଲରେ ତିନୋଟି ମାଓ ପୋଷ୍ଟର ଲାଗିଛି । ଆଜି ସକାଳୁ ସକାଳୁ ମାଓ ପୋଷ୍ଟର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି । 

ପୋଲିସକୁ ଖବର ଦେଉଥିବା ଲୋକଙ୍କୁ ମାଓ ପୋଷ୍ଟରରେ ଚେତାବନୀ ଦିଆଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mao posters | Argus News