Videos
|
Odisha

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କଲେ ଲାଲବହିନୀ

Smruti Parija
Browse all articles by Smruti Parija
·2 years ago
ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କଲେ ଲାଲବହିନୀ

ମାଲକାନଗିରି: ସୀମାନ୍ତରେ ଲାଲ ତାଣ୍ଡବ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ନିରୀହ ଆଦିବାସୀଙ୍କୁ ହତ୍ୟା କଲେ ଲାଲବହିନୀ । ଛତିଶଗଡ଼ ସୁକମା ଓ ବିଜାପୁର ଜିଲ୍ଲା ସୀମାନ୍ତ କାୟର ଦୁଲେଡ଼ ଗାଁ ରେ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତ ଦୁଇଜଣ ହେଲେ ସୋଡି ହୁଙ୍ଗା ଓ ମାଣ୍ଡବି ନନ୍ଦା । ମାଓବାଦୀଙ୍କ ପାମେଡ ଏରିଆ କମିଟି ହତ୍ୟାକାଣ୍ଡ କରିଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
maoist-killed-two innocent tribals on the suspicion of being police informers | Argus News