Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ବିଜେପି ହେଭିୱେଟଙ୍କ ମାରାଥନ୍ କ୍ୟାମ୍ପେନ୍

Ritu Das
Browse all articles by Ritu Das
·2 years ago
ଓଡ଼ିଶାରେ ବିଜେପି ହେଭିୱେଟଙ୍କ ମାରାଥନ୍ କ୍ୟାମ୍ପେନ୍

ଅର୍ଗସ ବ୍ୟୁରୋ: ଏଥର ଆରପାର୍ ଲଢେଇ, ଓଡ଼ିଶାରେ ବିଜେପି ହେଭିୱେଟଙ୍କ ମାରାଥନ୍ କ୍ୟାମ୍ପେନ୍ । ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ । ଆଜି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ପ୍ରଚାର । ପ୍ରଥମେ ସମ୍ବଲପୁର ଭୂତପଡ଼ା ଠାରୁ ସୁନାପାଲୀ ଯାଏ କରୁଛନ୍ତି ରୋଡ୍ ସୋ । 

ପରେ କ୍ଷେତରାଜପୁର ଗୁଜରାଟୀ ସମାଜ ପଡ଼ିଆରେ ଜମସଭାକୁ କରିବେ ସମ୍ବୋଧନ । ପରେ ପରେ ହୀରାକୁଦରେ ଜନସଭାକୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ସନ୍ଧ୍ୟା ବେଳେ ବୁର୍ଲାରେ କରିବେ ଜନସଭା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Marathon campaign | Argus News