Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ୱରରେ ବଡ଼ ଧରଣର ସାଇବର ରେଡ୍

Banajyotshna Ray
Browse all articles by Banajyotshna Ray
·1 year ago
ଭୁବନେଶ୍ୱରରେ ବଡ଼ ଧରଣର ସାଇବର ରେଡ୍

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରେ ବଡ଼ ଧରଣର ସାଇବର ରେଡ୍ ହୋଇଛି । ବଡ଼ ଧରଣର ସାଇବର ଠକେଇ ରାକେଟ ଠାବ କରାଯାଇଛି । ରାକେଟକୁ ଠାବ କରିଛି ଲକ୍ଷ୍ମୀ ସାଗର ଥାନା ପୋଲିସ । ମଙ୍ଗରାଜ ପଏଣ୍ଟରେ ଘର ଭଡ଼ା ନେଇ କରୁଥିଲେ ଠକେଇ । ଜଣେ ସାଇବର ଠକ ଅଟକ, 7ଟି ସିମ ବକ୍ସ ଜବତ । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ସନ୍ଦେହ କରୁଛି ପୋଲିସ । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive cyber raid in Bhubaneswar | Argus News