Videos
|
Odisha

ବଡ଼ ଧରଣର ଏନକାଉଣ୍ଟର: ପୁଣି ଜଣେ ମାଓବାଦୀଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 years ago
ବଡ଼ ଧରଣର ଏନକାଉଣ୍ଟର: ପୁଣି ଜଣେ ମାଓବାଦୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ଗତକାଲି ଠାରୁ ଚାଲିଥିବା ଏନକାଉଣ୍ଟରରୁ ଫେରିବା ସମୟରେ ଯବାନଙ୍କୁ ଆମ୍ବୁସ କଲେ ମାଓବାଦୀ। ନିଜ ଆମ୍ବୁସରେ ଫସିଲେ ମାଓବାଦୀ। 
ଯବାନ ଫରିବା ସମୟରେ ବଡ ଧରଣର ଏନକଉଣ୍ଟର ଘଟିଛି। ଏନକାଉଣ୍ଟର ସାରି ମାଓବାଦୀଙ୍କ ମର ଶରୀର ନେଇ ଫେରୁଥିବା ସମୟରେ ଗୁଳିବିନିମୟ। 

ପୁଣି ଜଣେ ମାଓବାଦୀଙ୍କ ମୃତ୍ୟୁ।  ସୂଚନା ଥାଉ କି ଗତ କାଲିଠାରୁ ଛତିଶଗଡ଼ର ନାରାୟଣପୁରର ଆବୁଜମାଡ଼ ଜଙ୍ଗଲରେ ଚାଲିଥିବା ଏନକାଉଣ୍ଟରରେ 8 ଜଣ ମାଓବାଦୀ ମୃତ୍ୟୁବରଣ କରିଥିଲେ। Stf, drg ଓ ବସ୍ତର ଫାଇଟର ଯବାନଙ୍କ ମିଳିତ କୁମ୍ବିଙ୍ଗ ଅପରେସନ ସମୟରେ ମିଳିଥିଲା ବଡ ସଫଳତା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Massive encounter | Argus News