Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୫୦୦ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର

Odisha

୫୦୦ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର

Banajyotshna Ray
Browse all articles by Banajyotshna Ray
·2 years ago
୫୦୦ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର

ଅର୍ଗସ ବ୍ୟୁରୋ:  ରାଜରାସ୍ତାରେ ଆଦିବାସୀଙ୍କ ଗର୍ଜନ । ରାଜରାସ୍ତାରେ ଗର୍ଜନ କଲେ ଓଡ଼ିଶା ଆଦିବାସୀ ମହାସଂଘ । ସାରା ରାଜ୍ୟରୁ ଭୁବନେଶ୍ବର ଲୋୟର ପିଏମ୍‌ଜିରେ 500ରୁ ଅଧିକ ଆଦିବାସୀ ଏକତ୍ର ହୋଇ ଦେଇଛନ୍ତି ରଣ ହୁଙ୍କାର। ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ । ଏ ନବୀନ ସରକାର ଆଦିବାସୀଙ୍କ ସରକାର ନୁହେଁ। ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ଚକ୍ରାନ୍ତ କରି ଦେଇ ଦେଉଛନ୍ତି। ଶିଳ୍ପ ପ୍ରତିଷ୍ଠା ନାଁରେ  ଆଦିବାସୀଙ୍କ ଜମିକୁ ବିକ୍ରି କରି ଦେଉଥିବା ଅଭିଯୋଗ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Massive tribal protest in Lower PMG IN Bhubaneswar | Argus News