Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ର ଭାଇରାଲ

Odisha

କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ର ଭାଇରାଲ

Swayangprajna Mishra
Browse all articles by Swayangprajna Mishra
·2 years ago
କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ର ଭାଇରାଲ

କେନ୍ଦୁଝର : ପୁଣି ପ୍ରଶ୍ନପତ୍ର ଭାଇରାଲ । କେନ୍ଦୁଝରରେ ପୁଣି ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ହୋଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଘୁରିବୁଲୁଛି ପ୍ରଶ୍ନ ପତ୍ର ଏଵଂ ଉତ୍ତର । ପରୀକ୍ଷା ଶେଷ ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ । ପୂର୍ବରୁ କେନ୍ଦୁଝରରେ  ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଥିଲା, ଯାହାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ ।

ଅଧିକ ପଢନ୍ତୁ : ପ୍ରଶ୍ନପତ୍ର ଲିକ୍ ପଛରେ ଶାସକ ବିଜେଡିର ସୁଚିନ୍ତିତ ଷଡଯନ୍ତ୍ର : ଅଭିଳାଷ ପଣ୍ଡା

ଏହା ପୂର୍ବରୁ ଇଂରାଜୀ ପ୍ରଶ୍ନପତ୍ର ଲିକ ହୋଇଥିବା ବେଳେ ଏହାକୁ ନେଇ ଏବିଭିପି ପକ୍ଷରୁ କଡା ପ୍ରତିବାଦ ଦେଖିବାକୁ ମିଳିଛି। ଯାହାକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ଏବିଭିପି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mathematics Question Paper Viral in Keonjhar | Argus News