Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ସସ୍ମିତା ମାଝୀ ଗିରଫ

Smruti Parija
Browse all articles by Smruti Parija
·1 year ago
ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ସସ୍ମିତା ମାଝୀ ଗିରଫ

ମାଲକାନଗିରି: ଠକେଇ ଅଭିଯୋଗରେ ଧରାପଡ଼ିଲେ ବିଜେଡିରୁ ବହିଷ୍କୃତ ସସ୍ମିତା ମାଝୀ । ମାଥିଲି-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ଗିରଫ । ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଧରିଲା ପୋଲିସ । ଜଗତସିଂହପୁରରୁ ସସ୍ମିତାଙ୍କୁ ଗିରଫ କଲା ମାଥିଲି ପୋଲିସ। 2 ଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିଲେ ସସ୍ମିତା ।

 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mathil-3 District Councilor Sasmita Majhi-arrested | Argus News