Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚେତିଲା BMC : ଭାରତ ଭିଲା ସୋସାଇଟି ସହ ୱାର୍ଡ 4 ପରିଦର୍ଶନ କଲେ ମେୟର

Manini Pattanayak
Browse all articles by Manini Pattanayak
·1 year ago
ଚେତିଲା BMC : ଭାରତ ଭିଲା ସୋସାଇଟି ସହ ୱାର୍ଡ 4 ପରିଦର୍ଶନ କଲେ ମେୟର

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରଲ ହେବା ପରେ ଚେତିଲା BMC । ଭାରତ ଭିଲା ସୋସାଇଟି ସହ ୱାର୍ଡ 4 ପରିଦର୍ଶନ କଲେ ମେୟର । ରାଜଧାନୀରେ ଅସରାଏ ବର୍ଷା ହେଲେ ଜଳମଗ୍ନ ହୋଇଯାଉଛି ଭାରତ ଭିର୍ଲା ସୋସାଇଟି ଅଞ୍ଚଳ।

ଭୁବନେଶ୍ବରର ଭାରତ ଭିର୍ଲା ସୋସାଇଟି ସହ ବିପର୍ଯ୍ୟସ୍ତ ରାସ୍ତା ସମସ୍ୟାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିଲା । ଏ ନେଇ ଲୋକେ ମଧ୍ୟ ଅଭିଯୋଗ କରିଥିଲେ। ଆଜି ମେୟର ଅଞ୍ଚଳ ପରିଦର୍ଶନ କରିବା ସହ ଶୀଘ୍ରସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ ସୋସାଇଟିର ସେକ୍ରେଟାରୀଙ୍କୁ ରାସ୍ତା କାମ ପାଇଁ  ଆପାର୍ଟମେଣ୍ଟ ପଇସା ଦେଇଛନ୍ତି ।  କିନ୍ତୁ ସେ ରାସ୍ତା କାମ କରିନଥିବା ଅଭିଯୋଗ କରିଛନ୍ତି ଆପାର୍ଟମେଣ୍ଟ ବାସିନ୍ଦା ।   
 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mayor visits Ward 4 with Bharat Villa Society | Argus News