Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ

Smruti Parija
Browse all articles by Smruti Parija
·2 years ago
ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ

ଅର୍ଗସ ବ୍ୟୁରୋ: ରାଜ୍ୟ ମହିଳା କଂଗ୍ରେସର ନୂଆ ସଭାନେତ୍ରୀ ନିଯୁକ୍ତି ହୋଇଛନ୍ତି । ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ । ଦଳ ରାଜ୍ୟ ମହିଳା ସଭାନେତ୍ରୀ ଭାବେ ମିନାକ୍ଷୀ ବାହିନୀପତିଙ୍କ ନାମ ଘୋଷଣା କରିଛି । ମିନାକ୍ଷୀଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ଜୟପୁର ବିଧାୟକ ତଥା କଂଗ୍ରେସ ଟାଣୁଆ ନେତା ତାରା ପ୍ରସାଦ ବାହିନୀପତିଙ୍କ ଧର୍ମପତ୍ନୀ ହେଉଛନ୍ତି ମିନାକ୍ଷୀ ବାହିନୀପତି ।
 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Meenakshi-bahinipati- became the President of the State Women's Congress | Argus News