Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶ୍ରୀକାନ୍ତଙ୍କ ବିରୋଧରେ ପୁରୁଖା ନେତାଙ୍କ ମେଳି

Odisha

ଶ୍ରୀକାନ୍ତଙ୍କ ବିରୋଧରେ ପୁରୁଖା ନେତାଙ୍କ ମେଳି

Smruti Parija
Browse all articles by Smruti Parija
·2 years ago·1 min read
ଶ୍ରୀକାନ୍ତଙ୍କ ବିରୋଧରେ ପୁରୁଖା ନେତାଙ୍କ ମେଳି

ବ୍ରହ୍ମପୁର: ବିବାଦରେ ଥିବା ଶ୍ରୀକାନ୍ତକୁ ବିବାଦ ଛାଡୁନି , ଆଗରୁ ମହିଳା ନିର୍ଯ୍ୟାତନା । ଆଉ ଏବେ ପିସି ଅଭିଯୋଗ । ନିଜ ଦଳ ଭିତରେ  ବଢୁଛି ଅସନ୍ତୋଷ । ପିସି ମଷ୍ଟ ଷ୍ଟପ୍  ନାରା ଦେଉଥିବା ବିଜେଡି ଦଳରେ ନିଜ ଦଳରୁ ନେତା ଓ କର୍ମୀ ଆଣୁଛନନ୍ତି ପିସିର ଅଭିଯୋଗ । ମୁଖିଆଙ୍କ ପାଖରେ ଅଛି ତ ଖବର ?  ପୋଲସରା ବିଜେଡିରେ ଉଗ୍ରରୂପ ଧାରଣ କରିଛି ଗୋଷ୍ଠୀ କନ୍ଦଳ l 

ଦୀର୍ଘ ଦିନ ଧରି ଦଳରେ କୁହୁଳୁଥିବା ଅସନ୍ତୋଷ ଆଜି ବିସ୍ଫୋରକ ରୂପ ଧାରଣ କରିଛି l ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଅସୁନ୍ତୁଷ୍ଠ ହୋଇ ଆଜି ଶତାଧିକ ଦଳର ପୁରୁଖା ନେତା ମେଳି ବାନ୍ଧିଛନ୍ତି l ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଦଳର ଶତାଧିକ ପୁରୁଖା ନେତା ଏକାଠି ହୋଉ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଯୁଦ୍ଧ ଦେଇ ଡାକରା ଦେଇଛନ୍ତି l ବିଧାୟକ ଶ୍ରୀକାନ୍ତ ସାହୁ ଦଳର ପୂରଖା ନେତାଙ୍କୁ ଅଣଦେଖା କରିବା ସହ ବିଭିନ ଦୁର୍ନୀତିରେ ଲିପ୍ତ ଥିବା ନେଇ ଖୋଲାଖୋଲି ଅଭିଯୋଗ କରିଛନ୍ତି ବିଭିନ ପଞ୍ଚାୟତରୁ ଆସିଥିବା ବହୁ ପୁରୁଖା ନେତ l

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
meeting-against-srikant-sahoo | Argus News