Videos
|
Odisha

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଆଲୋଚନା

Swayangprajna Mishra
Browse all articles by Swayangprajna Mishra
·1 year ago
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଆଲୋଚନା

ପୁରୀ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ଆଲୋଚନା। ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଉପରେ ଏଏସଆଇ ସହ ଆଲୋଚନା। ଏହା ସହ ରଥରେ ଭକ୍ତଙ୍କୁ ନ ଚଢାଇବା ପାଇଁ ଦଇତାପତିଙ୍କୁ କ୍ଷତିପୂରଣ ରାଶି ଉପରେ କମିଟି ଆଲୋଚନା କରିଛନ୍ତି।

ଅଧିକ ପଢନ୍ତୁ : ରୋଷଶାଳାକୁ ଯିବା ପୂର୍ବରୁ ପରୀକ୍ଷା ହେବ ଅବଢା ସାମଗ୍ରୀର ମାନ

ମହାପ୍ରଭୁଙ୍କ କୋଠଭୋଗ ଧନ ଯୋଜନାରେ କେତେ ଟଙ୍କା ବିନିଯୋଗ କରାଯାଉଛି, ଶ୍ରୀମନ୍ଦିର ପରିଚାଳନା ପାଇଁ କଣ ସବୁ ପଦକ୍ଷେପ ନିଆଯାଉଛି ସେନେଇ ଷ୍ଟାଣ୍ଡିଂ କମିଟି ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଗତକାଲି  ଷ୍ଟାଣ୍ଡିଂ କମିଟି ପୁରୀ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: