Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବୈଠକ

Banajyotshna Ray
Browse all articles by Banajyotshna Ray
·1 year ago
ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବୈଠକ

ଅର୍ଗସ ବ୍ୟୁରୋ:  ରାଜ୍ୟସଭା ସାଂସଦ ମମତା ମହାନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ବିଜେଡିରେ ବଢୁଛି ଅସନ୍ତୋଷ। ମମତାଙ୍କ ଇସ୍ତଫା ପରେ ଦଳୀୟ ନେତାଙ୍କ ଅସନ୍ତୁଷ୍ଟ ଦୂର କରିବା ପାଇଁ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୈଠକ କରିଥିଲେ। କିନ୍ତୁ ଏହି ବୈଠକୁ ଆସିନଥିଲେ ବରିଷ୍ଠ ନେତା ସୁଦାମ ମାର୍ଣ୍ଡି। ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ମମତା ବିଜେଡି ଛାଡିବା ପରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ସ୍ଥିତି ଦୋହଲି ଯାଇଛି। ଆଉ ଏବେ ସ୍ଥିତି ଆହୁରି ବିଗୁଡୁଛି । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ମୟୂରଭଞ୍ଜରେ ଦୟନୀୟ ସ୍ଥିତିରେ ଅଛି ବିଜେଡି। ସେହି ସ୍ଥାନରେ ବିଜେଡି ଦଳରେ ଶକ୍ତି ଯୋଟାଇବା ବଦଳରେ ଅଧିକ ଦୁର୍ବଳ ହେଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Meeting of BJD president Naveen Patnaik at Naveen residence | Argus News