Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମେଣ୍ଟ ଚର୍ଚ୍ଚା ହୋଇନି: ତୋମାର

Odisha

ମେଣ୍ଟ ଚର୍ଚ୍ଚା ହୋଇନି: ତୋମାର

Banajyotshna Ray
Browse all articles by Banajyotshna Ray
·2 years ago
ମେଣ୍ଟ ଚର୍ଚ୍ଚା ହୋଇନି: ତୋମାର

ଅର୍ଗସ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ହୋଇନି। ମେଣ୍ଟ ଚର୍ଚ୍ଚା ହୋଇନି ବୋଲି କାଲି କହିଥିଲେ ମନମୋହନ ସାମଲ।ମନମୋହନଙ୍କ ପରେ ସମାନ କଥା କହିଲେ ବିଜୟପାଲ୍‌ ସିଂ ତୋମାର। ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି ବୋଲି କହିଲେ ତୋମାର। ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ମନ୍ତବ୍ୟ।
ଏ ପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନ।

ଆମେ ରାଜ୍ୟର ସବୁ ସିଟରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ। ବିଧାନସଭାରେ ୮୦ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ। ଲୋକସଭାରେ ୧୬ରୁ ଅଧିକ ସିଟରେ ବିଜୟୀ ହେବୁ। ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସଂପର୍କରେ ପ୍ରତିକ୍ରିୟା। ମୋତେ କେହି ଭେଟିନାହାନ୍ତି ବୋଲି ସ୍ପଷ୍ଟ କଲେ ତୋମାର। ମେଣ୍ଟ କଥା ଯିଏ କହୁଛି, ତାକୁ ପଚାର ବୋଲି କହିଲେ ତୋମାର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ment was not discussed says vijaypal singh tomar | Argus News